Access Millions of academic & study documents

Img 20211203 wa0055

Content type
User Generated
Showing Page:
1/1

Sign up to view the full document!

lock_open Sign Up
Unformatted Attachment Preview
ପ୍ରତ୍ୟେକ ପ୍ରଶ୍ନର ଏହି ଏଛକରୁ ୩ ଗୋଟି ୨ ନମ୍ବର ବିଶିଷ୍ଟ ପ୍ରଶ୍ନ ପଡ଼ିବ । ତହିଁରୁ ଯେକୌଣସି ୨ଟି ପ୍ରଶ୍ନର ଉରର ୨ଟି ବାକ୍ୟରେ ଲେବାକୁ ହେବ । ପ୍ରତ୍ୟେକ ପ୍ରଶ୍ନର ଉତ୍ତରରେ ଲେଖା ଓ ଲେଖକଙ୍କ ସୂଚନା ଦେବାକୁ ପଡ଼ିବ । ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ସମାନ । ---- ସଭ୍ୟ ଜମିଦାର ନିଜ 12019 ୧। ଚାରିଦିନ ଧରି ବନକନ୍ୟା ମଧ୍ୟରେ କ’ଣ ଚାଲିଥିଲା ? [2020(Sci.) ଭ: ଗଳ୍ପ - ସଭ୍ୟ ଜମିଦାର - ଗାଜିକ - ଫକୀର ମୋହନ ସେନାପତି ଚାରିଦିନ ଧରି ବରକନ୍ୟା ମଧ୍ୟରେ ପୂର୍ବାଳାପ ଅର୍ଥାତ୍ Courtship ଚାଲିଥିଲା । ବଗି ଚଢ଼ି ସେମାନେ କାହିଁ କେତେ ଜାଗା ବୁଲି ଆସିଥିଲେ । 91 କାହାକୁ ଧରି ସାଆନ୍ତାଣୀ ସବୁ ମାମଲତ ବୁଝାଶୁଝା କରୁଥିଲେ ? [2020(Com.) ଉ : ଗଳ୍ପ - ସଭ୍ୟ ଜମିଦାର ଗାଜିକ – ଫକୀର ମୋହନ ସେନାପତି ପାଞ୍ଜିଆ ରଙ୍ଗାଧର ମହାନ୍ତିଙ୍କୁ ଧରି ସାଆନ୍ତାଣି ସବୁ ମାମଲତ ବୁଝା ଶୁଝା କରୁଥିଲେ । ସେ ଥିଲେ ସାଆନ୍ତାଣୀଙ୍କର ଡାହାଣ ହାତ । ୩ । କେଉଁ ତିକ ହୋଇଲାକାର ଇଣ ଆଉ ରୋoଥାଏ ? କନ୍ୟାଟିର ନାମ ନୟନତାରା – ଦୁଃଖ ପାସୋରା । ତାଙ୍କୁ । ସେଠି ପ୍ରତକ୍ଷରେ ଦେଖିଲେ କନ୍ୟା ସୁନ୍ଦରୀ, ସଭ୍ୟ, ସାଧୀନା । ଶିକ୍ଷିତା । ୬। କଲିକତାରେ କନ୍ୟା ଠିକ୍ ହେବା ଶୁଣ ସାଆନ୍ତାଣୀଙ୍କର । କି ପ୍ରତିକ୍ରିୟା ହୋଇଥିଲା ? ଉ : ଗଳ୍ପ - ସଭ୍ୟ ଜମିଦାର :- ଗାଜିକ - ଫକୀର ମୋହନ ସେନାପତି କଲିକତାରେ କନ୍ୟା ଠିକ୍ ହେବାଶୁଣି ସାଆନ୍ତାଣୀ ପାଟିକରି “ରାଧେକୃଷ୍ଣ ରାଧେକୃଷ୍ଣ କହି ତୁନି ହେଲେ । ହାତଯୋଡ଼ି ଠାକୁରଙ୍କୁ ଅନାଇରହିଲେ ଓ ତାଙ୍କ ଦୁଇଆଖୁରୁ ଯୋଡ଼ିଏ ଧାର ଲୁହ ବହିଗଲା । ୭ । ହରିବୋଲ ବାବୁ କେଉଁ ଦୁଇଟି ସଭାର ସମ୍ପାଦକ ଥିଲେ ? । PI - , ଉ : ଗଳ୍ପ - ସଭ୍ୟ ଜମିଦାର ଗାଜିକ – ଫକୀର ମୋହନ ସେନାପତି ଜମିଦାରବାବୁ ହରିବୋଲ ବାବୁଙ୍କୁ ଗ୍ରାମମଧରେ ଜଣେ ଯୋଗ୍ୟଲୋକ ବୋଲି ସ୍ଥିର କଲେ । ତେଣୁ ସେ ଜ୍ଞାନବଦ୍ଧନୀ ଓ ସ୍ତ୍ରୀ asiano Aao oicen oid oo odia chion ona 201୨(Com) ...
Purchase document to see full attachment
User generated content is uploaded by users for the purposes of learning and should be used following Studypool's honor code & terms of service.
Studypool
4.7
Indeed
4.5
Sitejabber
4.4