Access Millions of academic & study documents

Img 20211203 wa0050

Content type
User Generated
Showing Page:
1/1

Sign up to view the full document!

lock_open Sign Up
Unformatted Attachment Preview
150 XIL SAMPLE PAPERS-2021 ପତାକା ୧ । ସୋମନାଥଙ୍କ ମୁଣ୍ଡ ଓ ଥିଲା ? ଦଣ୍ଡିଦାର ଏହିଭଳି ନାନା ହାତରେ ଚାଲାଣ ହେବାରୁ କଲିକତାରେ ମାଲ୍ ପହଞ୍ଚିଲା ବେଳକୁ ତିନିଟା ହାତରେ ଲାଇ ଲାଗିଯାଏ । ୧୬ । ରାଜୀବଙ୍କ ସମ୍ପର୍କରେ ଅସଲକଥାଟି କଣ ଥିଲା ? ଭ: ଗଳ୍ପ - ସଭ୍ୟ ଜମିଦାର ଗାଳିକ - ଫକୀର ମୋହନ ସେନାପତି ରାଜୀବଙ୍କ ସମ୍ପର୍କରେ ଅସଲକଥାଟିଥିଲା ଯେ ସେ ଭାରି ଦୁଷ୍ଟ । ଚାଟଶାଳିରେ ବଡ଼ ଭତ୍ରପାତ କରେ । ଅବଧାନଙ୍କ ସଙ୍ଗରେ ତୋଖଡ଼ ମୋଖଡ଼ ଲଗାଏ । ବଡ଼ଲୋକ ପୁଅ, ଜମିଦାର ପୁଅ ବୋଲି ଅବଧାନେ ଶକି ରହିଥାନ୍ତି । କିଛି କହିପାରନ୍ତି ନାହିଁ । ୧୭ । ପିତାଙ୍କ ମୃତ୍ୟୁରେ ରାଜୀବ ଲୋଚନ କ’ଣ କହିଥିଲେ ? ଉ: ଗଳ - ସଭ୍ୟ କମିଦାର ଗାଜିକ - ଫକୀର ମୋହନ ସେନାପତି ପିତାଙ୍କ ମୃତ୍ୟୁରେ ରାଜୀବ ଲୋଚନ କହିଥିଲେ ଯେ ପିତାର ମୃତ୍ୟୁରେ ଡକାପକାଇ କାନ୍ଦିବା ଗୋଟାଏ କୁସଂସ୍କାର । ବ୍ରାହ୍ମଣ ଡାକି ଶ୍ରାଦ୍ଧ କରିବାଟା ଗୋଟାଏ କୁସଂସ୍କାର । ଶୋକ ପ୍ରକାଶ ଲାଗି ତିନିଦିନ ବତା ହେଲା ଏବଂ ସେ ଖଣ୍ଡେ କଳାକନା ହାତରେ ବାନ୍ଧିଲେ । ୧୮। ବାବୁ ରାଜୀବଙ୍କ ମନରେ କେଉଁ କଥାଟା ଲାଖୁ ଯାଇଥିଲା ? ଉ : ଗ - ସଭ୍ୟ ଜମିଦାର ଗାଜିକ – ଫକୀର ମୋହନ ସେନାପତି ଦିନେ ଜଣେ ସଭ୍ୟ ସ୍ଵାଧୀନତା ବିଷୟରେ ବସ୍ତୁତା ଦେଇ ସଭାରେ କହିଲେ ଯେ ଶିକ୍ଷିତ କମିଦାର ସନ୍ତାନ ପର ଅଧୀନରେ * in homio ଅଛି ଭ: ଗନ୍ନ - ପତାକା ଭରେ ଗାଜିକ - ସୁରେନ୍ଦ୍ର ମଙ୍କ ରାୟ ବାହାଦୁର ବିଟିଶ ଚାହୁଁଥିଲା ବେଳେ ବିଜୟ ତା ଉତ୍ତୋଳନ କରିଥିଲା । ଏଥିରେ ଉଠିଲେ । ପ୍ରତିକ୍ରିୟାରେ ବିକ ତାଙ୍କ ମୁଣ୍ଡ ଓ ନାକ ଫାଟି ଯାକ ୨ । ସୋମନାଥ କ୍ଷୀଣକ " ଉ : ଗ - ପତାକା ଉG । ଗାଜିକ – ସୁରେନ୍ଦ୍ର ସୋମନାଥ ବିଜକୁ ବେଳେ ବିଜୟ ଦୁଇହାତରେ ଚଟାଣରେ ପଡ଼ିଗଲେ ଓ ୧ ଉପରେ ଝୁଣ୍ଟିପଡ଼ି ଅପକ ସୋମନାଥ କ୍ଷୀଣକଣ୍ଠରେ ...
Purchase document to see full attachment
User generated content is uploaded by users for the purposes of learning and should be used following Studypool's honor code & terms of service.
Studypool
4.7
Indeed
4.5
Sitejabber
4.4